ଆଞ୍ଚଲିକ

ଆସନ୍ତାକାଲିଠାରୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ୱର,୧୨/୧୧: ବୁଧବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ବି.କେ.ଶର୍ମା। ବିଧାନସଭାର ସୁରକ୍ଷା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ୩ଟି କଣ୍ଟ୍ରୋଲ ରୁମ୍ ଓ ସମନ୍ୱିତ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଏଥିସହ ସୁରକ୍ଷା ଦାୟିତ୍ୱରେ ୩୦ପ୍ଲାଟୁନ ଫୋର୍ସ ଓ ୯୦ଜଣ ଅଫିସର ମଧ୍ୟ ରହିବେ। ସେହିପରି ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍,ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆରଟି ମୁତୟନ ହୋଇଛନ୍ତି। ରୁଫ୍ ଟପ୍ ସିକ୍ୟୁରିଟି ସହ ସିଭିଲ୍ ପୋଷାକରେ ରହିବେ ପୋଲିସ। ସେପଟେ ବିଧାନସଭା ପରିସର ଓ ଗାନ୍ଧି ମାର୍ଗକୁ ସମ୍ପୂର୍ଣ୍ଣ ସିଲ କରାଯିବ। ଏହାଛଡା ସମଗ୍ର ଅଞ୍ଚଳ ସିସିଟିଭି କ୍ୟାମେରା ନଜରରେ ରଖିବାକୁ ବ୍ୟବସ୍ଥା କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close