ଧର୍ମବେଶେଷ

ଶିବଙ୍କ ପୂଜାରେ ସିନ୍ଦୁର ବଦଳରେ କାହିଁକି ବ୍ୟବହାର କରାଯାଏ ତିଳକ

ହିନ୍ଦୁ ଧର୍ମରେ ପୂଜା ସମୟରେ ସିନ୍ଦୁରର ଯେତିକି ମହତ୍ୱ ରହିଛି ତିଳକର ମଧ୍ୟ ସେତିକି ମହତ୍ୱ ରହିଛି । ତେଣୁ ବିଛି ବିଶେଷ ପୂଜାରେ ସିନ୍ଦୁର ବଦଳରେ ତିଳକ ବ୍ୟବହାର କରାଯାଏ । ବିଶେଷ କରି ହନୁମାନ ଓ ଶିବଙ୍କ ପୂଜା ସମୟରେ ତିଳକ ବ୍ୟବହାର କରାଯିବା ବିଧି ରହିଛି । ବିଶେଷଜ୍ଞମାନେ କୁହନ୍ତି ସିନ୍ଦୁର ଅଥବା ତିଳକ ବ୍ୟବହାର କଲେ ମନର ଏକାଗ୍ରତା ବଢିବା ସହ ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ । ସେହିପରି

ସୌଭାଗ୍ୟକୁ ବଢ଼ାଉଥିବା ସିନ୍ଦୂର ଆମ ଜୀବନରେ ବିଶେଷ ମହତ୍ତ୍ୱ ରଖିଥାଏ। କେବଳ ତିଳକ ନୂହେଁ, ମଥାରେ ଲାଲ୍‌ ବିନ୍ଦି ଲଗାଇବା ମଧ୍ୟ ଶୁଭ ବୋଲି ଧରାଯାଏ। ଲାଲ୍‌ ରଙ୍ଗ ଉତ୍ସାହ, ଶୁଭ ଏବଂ ସାହସର ପ୍ରତୀକ ହୋଇଥାଏ।

ସିନ୍ଦୂର ଶୁଭ, ସୁଖ ଏବଂ ସମୃଦ୍ଧିର ପ୍ରତୀକ ହୋଇଥାଏ ସତ କିନ୍ତୁ ଧ୍ୟାନ କରୁଥିବା ଶିବଙ୍କ ପୂଜା ବେଳେ ଏହାକୁ ବାରଣ କରାଯାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close