ଆଞ୍ଚଲିକଦେଶ ବିଦେଶ

୨୭ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୧୦/୧୨: ଆସନ୍ତା ୨୭ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି। ଏହି ଗସ୍ତ ଅବସରରେ ସେ ବଲାଙ୍ଗିର ରାଜେନ୍ଦ୍ର ନାରାୟଣ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ସେ ଯୋଗଦେବେ। ଏହା ବ୍ୟତୀତ ଉକ୍ତ ଜିଲ୍ଲାର ବରକାନିଠାରେ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close