ଆଞ୍ଚଲିକ

୫-ଟି ସଚିବଙ୍କ ଝାରସୁଗୁଡା ଗସ୍ତ

ଭୁବନେଶ୍ୱର,୭/୧: ଝାରସୁଗୁଡା ଗସ୍ତରେ ୫ଟି ସଚିବ। ମଙ୍ଗଳବାର ଅଚାନକ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଝାରସୁଗୁଡା ଗସ୍ତ କରିଛନ୍ତି। ସେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଓ ସୁବିଧାର ସମୀକ୍ଷା କରିଛନ୍ତି। ଏଥିସହ ୫-ଟି ସଚିବଙ୍କ ସହିତ ଉନ୍ନୟନ କମିସନର ସୁରେଶ ମହାପାତ୍ର ଯାଇଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର ବି ଏଥିରେ ସାମିଲ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close