ଆଞ୍ଚଲିକ

ଆସନ୍ତାକାଲିଠୁ ଟ୍ରାଫିକ ନିୟମ କଡାକଡି: ଉଲ୍ଲଙ୍ଘନ କଲେ ଘରକୁ ଚାଲାଣ ପଠାଯିବା

ଭୁବନେଶ୍ୱର,୩୦/୧୧: ଆସନ୍ତାକାଲିଠୁ ଟ୍ରାଫିକ ଉଲ୍ଲଙ୍ଘନ ଚିହ୍ନଟ ବ୍ୟବସ୍ଥା ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରୁପାଲି ଛକରୁ ଆରମ୍ଭ ହେବ ଯାଞ୍ଚ। ଯିଏ ଉଲ୍ଲଙ୍ଘନ କରିବା ଟ୍ରାଫିକ ନିୟମ ତାର ସିସିଟିଭିରେ ନମ୍ବର ପ୍ଲେଟ କଏଦ କରାଯିବ। ଏଥିସହ ଯେଉଁ ଗାଡ଼ିଚାଳକ ଉଲ୍ଲଙ୍ଘନ କରିଥିବେ ତାଙ୍କ ଘରକୁ ଚାଲାଣ ପଠାଯିବା ସହ ଆରଟିଓ ଖାତାରେ ଜୋରିମାନା ଚଢ଼ିବ। ସେହିପରି ଟିକସ ଦେବା ବେଳେ ସୁଧସହ ଖିଲାପକାରୀ ତଣ୍ଡ ଗଣିବେ। ରୁପାଲି ଛକ ସହ ଆଉ ୮ଟି ଛକରେ ଯାଞ୍ଚ କରାଯିବ ସହ ସିସିଟିଭି ଲାଗିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close