ଦେଶ ବିଦେଶ

ଆଇନରେ ପରିଣତ ହେଲା ତିନି ତଲାକ୍ ବିଲ୍

ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧/୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ତଲାକ୍ ବିଲକୁ ଅନୁମୋଦନ କରିଛନ୍ତି। ଫଳରେ ଦେଶରେ ଏହି ତିନି ତଲାକ୍ ଆଇନ ୧୯ ଡିସେମ୍ବର ୨୦୧୯ରୁ ଲାଗୁ ହେବ। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇଥିଲା। ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close