ମନୋରଞ୍ଜନ

ଆସନ୍ତା ୧୨ରେ ହାତକୁ ଦିହାତ ହେବେ ତପୁ

ଭୁବନେଶ୍ୱର,୫/୧୨: ଓଲିଉଡର ଚୁଲବୁଲି ଗାୟିକା ତପୁ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଡିସେମ୍ବର ୧୨ ତାରିଖରେ ଅଭିନେତା ଦୀପକ ପୂଜାରୀଙ୍କୁ ବିବାହ କରିବା ନେଇ ତପୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୀପକଙ୍କ ଘର ହେଉଛି ସୋନପୁର ଜିଲ୍ଲାରେ। ଦୀପକ ଅନେକ ଧାରାବାହିକ ଓ ସମ୍ବଲପୁରୀ ଗୀତର ଭିଡିଓରେ ଅଭିନୟ କରିଛନ୍ତି। ଏଥିସହ ‘ଆସିଲୁ ତୁ ଯେବେ ଜୀବନେ ମୋର’ ଓଡ଼ିଆ ସିନେମା ମଧ୍ୟ ସେ ଅଭିନୟ କରିଛନ୍ତି। ସେପଟେ ନଭେମ୍ବର ୯ରେ ଭୁବନେଶ୍ୱରଠାରେ ଉଭୟଙ୍କର ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close