ମନୋରଞ୍ଜନ

ଫେମିନା ମିସ୍ ଇଣ୍ଡିଆ-୨୦୧୯ର ବିଜେତା ହେଲେ ସୁମନ ରାଓ

ମୁମ୍ବାଇ,୧୬/୪: ଫେମିନା ମିସ୍ ଇଣ୍ଡିଆ ୨୦୧୯ର ବିଜେତା ହେଲେ ରାଜସ୍ଥାନର ସୁମନ ରାଓ। ଏହାସହ ସୁମନ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ଏହି ଚାଇଟେଲ ହାସଲ କରିଥିବାରୁ ବେଶ ଖୁସି ଅଛନ୍ତି ୨୨ ବର୍ଷ ବୟସ୍କା ସୁମନ। ଏଥିସହ ଉକ୍ତ ଇଭେଣ୍ଟରେ ବଲିଉଡର ଅନେକ ଷ୍ଟାର ମଧ୍ୟ ଉପସ୍ଥିତ ଥିଲେ। ଫିଲ୍ମ ନିର୍ମାତା କରନ ଯୋହାର, ଅଭିନେତା ମନିଷ ପୋଲ ଓ ପୂର୍ବତନ ମିସ ଇଣ୍ଡିଆ ମାନୁଷି ଚିଲ୍ଲାର ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close