ଧର୍ମବେଶେଷ

ଏମିତି କରନ୍ତୁ ପ୍ରାର୍ଥନା ଦୂରହେବ ଦୁଃଖକଷ୍ଟ

ପୂଜା ଶେଷରେ କେତେକ ଠାକୁରଙ୍କୁ ଧନ, ସମ୍ମାନ, ବୁଦ୍ଧି ଆଦି ପ୍ରଦାନ କରିବାକୁ ପ୍ରାର୍ଥନା କରନ୍ତି। ତେବେ ଏପରି କରିବା ଦ୍ୱାରା ଠାକୁର କେବେ ମଧ୍ୟ ସନ୍ତୁଷ୍ଟ ହୋଇ  ନ ଥାନ୍ତି। ଏହା ବ୍ୟକ୍ତିଙ୍କର ନିଜସ୍ବ ସ୍ବାର୍ଥକୁ ସୂଚିତ କରିଥାଏ। ତେବେ ପୂଜା ପରେ ଠାକୁରଙ୍କ ସମ୍ମୁଖରେ ନତମସ୍ତକ ହୋଇ ତାଙ୍କର କୃପାଦୃଷ୍ଟି ସବୁବେଳେ ରଖିବା ଲାଗି ନିବେଦନ କରିବା ଆବଶ୍ୟକ। ଠାକୁର ହେଉଛନ୍ତି ଅନ୍ତର୍ଯ୍ୟାମୀ। ତାଙ୍କୁ କୌଣସି କଥା ଅଗୋଚର ନୁହେଁ। ସେ ପ୍ରତିଟି ପ୍ରାଣୀର ସୁଖ ଦୁଃଖ ସମ୍ପର୍କରେ  ଅବଗତ ଥାଆନ୍ତି। କୃପାଦୃଷ୍ଟି ଶବ୍ଦର ଉପଯୋଗ ଦ୍ୱାରା ଠାକୁର ପ୍ରୀତ ହୋଇ ସମସ୍ତ କାମନା ପୂରଣ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close