ଖେଳ

‘ଭାରତ-ପାକିସ୍ତାନ କ୍ରିକେଟ ସମ୍ପର୍କରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କୁ ପଚାରନ୍ତୁ’

ନୂଆଦିଲ୍ଲୀ,୧୭/୧୦: ବିସିସିଆଇ ଅଧ୍ୟକ୍ଷା ହେବା ପୂର୍ବରୁ ପାକିସ୍ତାନ ସହ କ୍ରିକେଟ ସମ୍ପର୍କରେ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଦୁଇ ଦେଶ କେବେ ଖେଳିବେ ସେନେଇ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ପଚାରନ୍ତୁ। ସୂଚନାଯୋଗ୍ୟ, ୭ବର୍ଷ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇନି। କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିଆ କପରେ ଦୁଇ ଟିମ ଖେଳିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close