ଆଞ୍ଚଲିକ

ସସ୍ମିତ ପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧/୧୧: ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ସଂସଦୀୟ ବିଶେଷାଧିକାର ସ୍ଥାୟୀ କମିଟିର ସଦସ୍ୟ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛିି। ଏଥିସହ ରାଜ୍ୟସଭା ଉପାଧ୍ୟକ୍ଷ ସେ ସ୍ଥାୟୀ କମିଟିର ଅଧ୍ୟକ୍ଷ ଅଛନ୍ତି। ସେହିପରି ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ଅଛନ୍ତି ସସ୍ମିତ। ଅନ୍ୟପଟେ ମାନବ ସମ୍ବଳ ବିକାଶ ସମ୍ପର୍କିତ ସ୍ଥାୟୀ କମିଟି ସଦସ୍ୟ ମଧ୍ୟ ସେ ଅଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close