ଦେଶ ବିଦେଶ

ଆରଏସଏସ ଦେଶଭକ୍ତିର ସାର୍ଟିଫିକେଟ ନବାଣ୍ଟୁ: ମନମୋହନ

ନୂଆଦିଲ୍ଲୀ,୧୭/୧୦: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଆରଏସଏସର କାର୍ଯ୍ୟକଳାପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏଥିସହ ସାବରକରଙ୍କୁ ନେଇ ମଧ୍ୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଇନ୍ଦିରା ଗାନ୍ଧୀ ସାବରକରଙ୍କ ଡାକଟିକେଟ ଜାରି କରିଥିଲେ। ସେହିଭଳି ହିନ୍ଦୁତ୍ୱ ବିଚାରଧାରାକୁ କେବେ ସମର୍ଥନ କରାଯିବନି ବୋଲି ସେ କହିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଆରଏସଏସର କୌଣସି ଭୂମିକା ନଥିଲା ବୋଲି ସେ ପ୍ରକାଶ କରିବା ସହ ଦେଶଭକ୍ତିର ସାର୍ଟିଫିକେଟ ଆରଏସଏସ ନବାଣ୍ଟୁ ବୋଲି ମନମୋହନ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close