ଆଞ୍ଚଲିକରୋଷେଇ

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ମୁଢି ବରା

ଆବଶ୍ୟକୀୟ ସାମଗ୍ରୀ: ମୁଢ଼ି, ଅରୁଆ ଚାଉଳ, ପିଆଜ, ଆମ୍ବକଷି ଅଦା, କଞ୍ଚାଲଙ୍କା, ଭୁସୁଙ୍ଗ ପତ୍ର, ଜିରା ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ବାଟି ରଖନ୍ତୁ। ତାପରେ ମୁଢିକି ଭିଜାଇ ଛାଣି ରଖନ୍ତୁ। ଭିଜା ମୁଢ଼ି଼ରେ ଅରୁଆ ଚାଉଳ ବଟା, କଟା ପିଆଜ, କଟା ଆମ୍ବକଷି ଅଦା, କଟା କଞ୍ଚାଲଙ୍କା ପକାନ୍ତୁ। ଏଥିସହ ସେଥିରେ ଭୃସଙ୍ଗ ପତ୍ର ଜିରା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାନ୍ତୁ। ପରେ ତାୱାରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ମସଲା ଗୋଳା ହୋଇଥିବା ମୁଢିକୁ ବରା ଆକାରରେ ଭାଜନ୍ତୁ। ଅଳ୍ପ ସମୟ ଏହାକୁ ଓଲଟାଇ ଦିଅନ୍ତୁ। ଏବେ ଏହାକୁ ଏକ ପତ୍ରକୁ କାଢି ପରଷନ୍ତୁ ମୁଢ଼ି ବରା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close