ଦେଶ ବିଦେଶବାଣିଜ୍ୟ

ଆରବିଆଇର ଡେପୁଟୀ ଗଭର୍ଣ୍ଣରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪/୬: ଇସ୍ତଫା ଦେଲେ ଆରବିଆଇର ଡେପୁଟୀ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ। କାର୍ଯ୍ୟକାଳ ଶେଷ ହେବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ୨୦୧୭ ଜାନୁଆରୀ ୨୩ରେ ଡେପୁଟୀ ଗଭର୍ଣ୍ଣର ଭାବେ ସେ କାର୍ଯ୍ୟଭାର ସମ୍ଭାଳିଥିଲେ। ସୂଚନା ଅନୁସାରେ, ସେ ଏବେ ନ୍ୟୁୟର୍କ ୟୁନିଭରସିଟିରରେ ପ୍ରଫେସର ଭାବେ ଯୋଗ ଦେବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close