ଆଞ୍ଚଲିକ

ଗିରଫ ହେଲେ ପ୍ରମୋଦ ସାହୁ

କେନ୍ଦ୍ରାପଡା,୪/୧୧: କେନ୍ଦ୍ରାପଡା ସମବାୟ ସମିତି ସଭାପତି ପ୍ରମୋଦ ସାହୁଙ୍କୁ ସୋମବାର ପୋଲିସ ଗିରଫ କରିଛି। ପ୍ରମୋଦଙ୍କୁ ବଣିଆମାଳ ଘରୁ ଗିରଫ କରିଛି ଟାଉନ୍ ପୋଲିସ। ତେବେ ସେ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ଥିଲା। ଏନେଇ ଏକ ସ୍ଥାନକୁ ନେଇ ପ୍ରମୋଦଙ୍କୁ ପଚରାଉଚରା ଆରମ୍ଭ କରିଛି ପୋଲିସ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close