ଅପରାଧଆଞ୍ଚଲିକ

କଟକ ସିରିଏଲ୍ ହତ୍ୟା ଘଟଣା: ସାଇକୋ କିଲର ବାବଦରେ ସୁରାକ୍ ପାଇଲା ପୋଲିସ

କଟକ,୨୮/୭: କଟକରେ ଘଟୁଥିବା ସିରିଏଲ୍ ହତ୍ୟାକାଣ୍ଡ ଘଟଣାରେ କମିଶନରେଟ ପୋଲିସକୁ ମିଳିଲା ସୁରାକ୍। ତେବେ ହତ୍ୟା ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ଜଣେ ସାଇକିଆଟ୍ରିକ୍ ବୋଲି ସୂଚନା ମିଳିଛି। ଉକ୍ତ ବ୍ୟକ୍ତି ଜଣକ କିଛିଦିନ ପୂର୍ବରୁ ଏସସିବିର ସାଇକିଆଟ୍ରିକ୍ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ସେ ଜଣେ ଜରି ଗୋଟାଳୀ ହୋଇଥିବା ଜଣାପଡିଛି। ତେବେ ଗତ କିଛିଦିନ ପୂର୍ବେ ୨୪ ଘଣ୍ଟା ମଧ୍ୟରେ କଟକରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ ମଧ୍ୟ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close