ଆଞ୍ଚଲିକମନୋରଞ୍ଜନ

ରୂପେଲି ପରଦାକୁ ଆସୁଛନ୍ତି ରଙ୍ଗିଲା ଟୋକା

ଭୁବନେଶ୍ୱର,୨୬/୭: ପୁଣି ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍‌ପମ୍। ଦୀର୍ଘ ଦେଢ଼ ବର୍ଷ ପରେ ତାଙ୍କ ଅଭିନୀତ ଓଲିଉଡ୍‌ ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନେୟା’ ପରଦାକୁ ଆସିବାକୁ ଯାଉଛି। ତେବେ ଏହାର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଗଣେଶ ପୂଜାରେ ମୁକ୍ତିଲାଭ କରିବାର କରିଛି। ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍‌ଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକ୍‌ର ଏହା ହେଉଛି ୨୭ତମ ଚଳଚ୍ଚିତ୍ର। ଯେଉଁଥିରେ ପପୁଙ୍କ ନୂଆ ଅବତାର ଦେଖିବାକୁ ମିଳିବ। ତେବେ ପୂର୍ବରୁ‌ ପପୁ ହଠାତ ଯକୃତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close