ଆଞ୍ଚଲିକ

କୋଣାର୍କରେ ୫ଟି ସଚିବ

ଭୁବନେଶ୍ୱର,୯/୧: 5ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କ ଅଚାନକ କୋଣାର୍କ ଗସ୍ତ। କାର୍ତିକେୟନ ପାଣ୍ଡିଆନ ଗୁରୁବାର ଭୋର ପ୍ରାୟ ୫ଟା ବେଳେ ସୂର୍ଯ୍ୟ ମନ୍ଦିରରେ ପହଂଚି ମନ୍ଦିର ବୁଲିବା ସହ ବାହାର ବେଢା ପରିଦର୍ଶନ କରିଥିଲେ। ପରେ ଆଓସିଏଲର ବାଖ୍ୟାନ କେନ୍ଦ୍ର ,ହସ୍ତଶିଳ୍ପ ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଏହାଛଡା କୋଣାର୍କ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ନକ୍ସା ବି ଦେଖିଥିଲେ। ପୁରୀ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କ ସହ ଗସ୍ତ କରିଥିବା ଟିମ୍ ଆଲୋଚନା କରିଛନ୍ତି। ପୁରୀ ଓ ଲିଙ୍ଗରାଜ ଚତୁଃପାଶ୍ୱର୍ ଭଳି କୋଣାର୍କରେ ମଧ୍ୟ ବିକାଶ ହୋଇପାରେ ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close