ଦେଶ ବିଦେଶ

ପୁଣି ଥରେ ମୁଁହ ଖୋଲିଲେ ଇମ୍ରାନ

ଇସଲାମାବାଦ,୧୮/୯: ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁଁହ ଖୋଲିଛନ୍ତି। ଭାରତ ସହ କଥବାର୍ତ୍ତାର ପ୍ରଶ୍ନ ହିଁ ଉଠୁନି ବୋଲି ସେ କହିଛନ୍ତି। ଏଥିସହ ଜାତିସଙ୍ଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ମଧ୍ୟ ସେ କହିଛନ୍ତି। ସୂଚନା ଅନୁସାରେ, ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନିଦ ହଜିଯାଇଛି। ଏପରିକି ସୀମାରେ ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ ମଧ୍ୟ କରୁଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close