ଆଞ୍ଚଲିକ

ବୃଦ୍ଧି ହୋଇପାରେ ଓମଫେଡ଼ କ୍ଷୀର ଦର!

ଭୁବନେଶ୍ୱର,୧୦/୯: ବୃଦ୍ଧି ହୋଇପାରେ ଓମଫେଡ଼ କ୍ଷୀର ଦର। ଓମଫେଡ଼ କ୍ଷୀର ଦର ବୃଦ୍ଧି ନେଇ ସକରାର ବିଚାରବିମର୍ଶ ଜାରି କରିଥିବା ଜଣାପଡିଛି। ଚାଷୀ ଓ ଖାଉଟିଙ୍କ ହିତ ଦୃଷ୍ଟିରୁ ଖୁବଶୀଘ୍ର ଏହି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close