କ୍ୟାରିଅର

୧୩ରେ ଓଜେଏସ ପ୍ରିଲିମ ପରୀକ୍ଷା

ଓଡ଼ିଶା ବିଚାର ବିଭାଗୀୟ ସେବା ପରୀକ୍ଷା ୨୦୧୮ ପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୧୩ ତାରିଖରେ ଏହି ପରୀକ୍ଷା ହେବ। ସମୁଦାୟ ୪୩ଟି ପଦ ପୂରଣ ନିମନ୍ତେ ୨୬୮୫ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେବେ। ସମୁଦାୟ ୫ଟି କେନ୍ଦ୍ର ହୋଇଥିବାବେଳେ ବାଲେଶ୍ୱରରେ ୯୭, ବ୍ରହ୍ମପୁରରେ ୧୭୫, ଭୁବନେଶ୍ୱରରେ ୧୧୬୬, କଟକରେ ୮୫୦, ସମ୍ବଲପୁରରେ ୨୯୭ ଜଣ ପରୀକ୍ଷା ଦେବେ। ସମୁଦାୟ ୪୩ଟି ପଦ ମଧ୍ୟରୁ ଅଂସରକ୍ଷିତ ପ୍ରାର୍ଥୀଙ୍କ ନିମନ୍ତେ ୧୯ ପଦ ଥିବାବେଳେ ଏସସି ଶ୍ରେଣୀରେ ୭, ଏସଟିରେ ୧୦, ଏସଇବିସିରେ ୫ ଓ ଦିବ୍ୟାଙ୍ଗଙ୍କ ପାଇଁ ୨ଟି ପଦବୀ ରହିଛି। ଏହା ପରେ ମୁଖ୍ୟ ଲିଖିତ ପରୀକ୍ଷା ୨୦୧୯, ମାର୍ଚ୍ଚ ୧୦ରୁ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରହିଥିବା ଜଣାପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close