ଦେଶ ବିଦେଶ

ଆସନ୍ତା ୧ରେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମକାରୀ

ନୂଆଦିଲ୍ଲୀ,୧୭/୧: ଆସନ୍ତା ୧ରେ ସକାଳ ୬ଟାରେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତ। ତେବେ ୪ ଦୋଷୀ ମୁକେଶ, ଅକ୍ଷୟ, ବିନୟ ଓ ପୱନ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ନୂଆ ଡେଥ୍ ୱାରେଣ୍ଟ ପଟିୟାଲା ହାଉସ୍ କୋର୍ଟ ଜାରି କରିଛନ୍ତି। ପୂର୍ବରୁ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି। ତେଣୁ ଏମାନଙ୍କୁ ଫାଶୀ ଦେବା ନେଇ ରାସ୍ତା ଏକରକମ ପରିଷ୍କାର ହୋଇଯାଇଥିଲା। ପୂର୍ବରୁ ଜାନୁଆରୀ ୨୨ରେ ନିର୍ଭୟ ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲା। ସେହିପରି ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ଆବେଦନ କରାଯିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close