ଦେଶ ବିଦେଶ

ନିର୍ଭୟା ଗଣଦୁର୍ଷ୍କମ ଘଟଣା: ପୁଣି ଘୁଞ୍ଚିଲା ଫାଶୀ ତାରିଖ

ପୁଣି ଘୁଞ୍ଚିଲା ନିର୍ଭୟା ଅଭିଯୁକ୍ତଙ୍କ ଫାଶୀ ତାରିଖ। ଶନିବାର ଫାଶୀ ଖୁଣ୍ଟରେ ଝୁଲିବେ ନାହିଁ ନିର୍ଭୟା ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ ୱାରେଣ୍ଟରେ ରୋକ ଲଗାଇଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ। ତେବେ କେବେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଅଭିଯୁକ୍ତ ତାହା ଏଯାଏଁ ଜଣାପଡିନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close