ଆଞ୍ଚଲିକ

ଆସନ୍ତାକାଲିଠାରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୯/: ଭୁବନେଶ୍ୱରରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ସହିଦନଗର ବିଏମସି ଓ ଓଏସଆରଟିସି ଅଫିସରେ ସ୍ୱତନ୍ତ୍ର ସୁବିଧା ହୋଇଛି। ଏଥିସହ ଏହା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୪ଯାଏ ଦିନ ୧୦ରୁ ୫ଟା ଯାଏଁ ଲାଇସେନ୍ସ ମିଳିବ ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close