ଦେଶ ବିଦେଶ

କୁଲଗାମ ଏନକାଉଣ୍ଟର: ୨ ଆତଙ୍କବାଦୀ ମୃତ

କୁଲଗାମ,୨୭ ।୧୧: ଜମ୍ମୁ-କଶ୍ମୀର କୁଲଗାମରେ ମଙ୍ଗଳବାର ହୋଇଥିବା ଏକ ଏନକାଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ରେଡୱାନି ଜିଲ୍ଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ କରିଥିଲେ । ଶେଷରେ ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ଜଣେ ଯବାନ ଆହତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close