ଆଞ୍ଚଲିକ

କୋଣାର୍କରେ ବାଲୁକା କଳା ମହୋତ୍ସବ ଉଦଘାଟିତ

ପୁରୀ,୧/୧୨: ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଘାଟିତ ରବିବାର ହୋଇଛି। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି। ଏହି ମହୋତ୍ସବରେ ୧୨୧ଟି ବାଲୁକା କଳା ପ୍ରଦର୍ଶିତ ହେଉଛି। ଏହି ମହୋତ୍ସବ ୫ଦିନ ଧରି ଚାଲିବ। ଏହି ମହୋତ୍ସବରେ ୭ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close