ଜୀବନଚର୍ଯ୍ୟା

ଟୁଥପେଷ୍ଟର ବ୍ୟବହାର କରନ୍ତୁ ସଠିକ୍ ମାତ୍ରାରେ

ବ୍ରଶରେ ଟୁଥପେଷ୍ଟର ମାତ୍ରା ଛୋଟ ମଟର ଦାନା ଯେତିକି ରହିବା ଉଚିତ୍ ବୋଲି ଦାନ୍ତ ଡାକ୍ତରଙ୍କ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ଅଧିକ ଟୁଥପେଷ୍ଟର ବ୍ୟବହାର କରୁଛନ୍ତି ତେବେ ଏହା ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ତେବେ ଏଥିରେ ରହିଥିବା ଫେ୍ଲାରାଇଡ୍ କେବଳ ଦାନ୍ତକୁ ମଜବୁତ କରିଥାଏ ହେଲେ ଦାନ୍ତରେ ଲାଗିଥିବା ମଇଳା ବ୍ରଶ ହିଁ ସଫା କରିଥାଏ। ଆଜିକାଲି ବଜାରରେ ମିଳୁଥିବା ଟୁଥପେଷ୍ଟରେ ଫେ୍ଳାରାଇଡ ଅଧିକ ମାତ୍ରାରେ ରହିଥାଏ। ଯାହାଦ୍ୱାରା ପାଟିର ପିଏଚ କମ୍ କରିଦେଇଥାଏ। ସେଥିପାଇଁ ଭୁଲରେ ବି ବ୍ରଶ କରିବା ସମୟରେ ଆବଶ୍ୟକତାରୁ ଅଧିକ ଟୁଥପେଷ୍ଟ ବ୍ୟବହାର କରନ୍ତୁ ନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close