ଜୀବନଚର୍ଯ୍ୟା

କଳା ଓଠକୁ ବି କରିପାରିବେ ଗୋଲାପୀ…

ଜାଣନ୍ତୁ ଏହାର ଘରୋଇ ଉପାୟ

ମୁହଁକୁ ଅଧିକ ସୁନ୍ଦର କରିଥାଏ ଓଠ। କିନ୍ତୁ ଓଠରେ ବିଭିନ୍ନ ପ୍ରକାର କେମିକାଲ୍ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି ସମସ୍ତେ। ଏହାର ପ୍ରଭାବ ଆମ ଓଠ ଉପରେ ପଡିଥାଏ ଏବଂ ଓଠକୁ କଳା ମଧ୍ୟ କରିଦେଇଥାଏ। ଏଥିସହ ଖରାରେ ଗଲାବେଳେ ମଧ୍ୟ ସୂର୍ଯ୍ୟ କିରଣ ପଡି ଓଠ କଳା ପଡିଥାଏ। ତେବେ ଏଥିରେ ବ୍ୟସ୍ତ ନହୋଇ ଘରୋଇ ଉପାୟ ଅବଲମ୍ବନ କରନ୍ତୁ। ଯାହା ଫଳରେ ଆପଣଙ୍କ ଓଠ ପୂର୍ବଭଳି ଗୋଲାପୀ ହୋଇଯିବ।

-ଶୋଇବା ପୂର୍ବରୁ ନଡିଆକୁ ଓଠରେ ଲଗାନ୍ତୁ। କିଛି ଦିନ ପରେ ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।
-ଓଠର ରଙ୍ଗକୁ ଗୋଲାପି କରିବାରେ ବିଟ୍ ରସ ବେଶ୍ ଉପକାରୀ। ପ୍ରତିଦିନ ବିଟ୍ ରସ ଲଗାଇବା ଦ୍ୱାରା ମଧ୍ୟ ଓଠର ଚମକ ପୂର୍ବଭଳି ହୋଇଥାଏ।
-ଓଠରେ ଲେମ୍ବୁ ରସ ଲଗାଇବା ଦ୍ୱାରା କଳା ପଡିଯାଇଥିବା ଓଠ ଗୋଲାପି ହୋଇଥାଏ।
-ହଲଦି ଗୁଣ୍ଡ ଲଗାଇଲେ ମଧ୍ୟ ଓଠର କଳାଅଂଶ ଦୂର ହୋଇଥାଏ।
-ନଡିଆ ତେଲ, ଲେମ୍ବୁ ରସ ସହ କାକୁଡି ରସକୁ ମିଶାଇ ଓଠରେ ଲଗାଇବା ଦ୍ଵାରା ମଧ୍ୟ ବହୁ ଫାଇଦା ମିଳିଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close