ଖବରରାଜନିତୀ

ରାତି ୧୨ ଯାଏ ଚାଲିବ କର୍ଣ୍ଣାଟକ ନାଟକ

ବେଙ୍ଗାଲୁର,୨୨/୭: କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର୍ ରମେଶ କୁମାରଙ୍କ ସହ ବୈଠକ ପରେ ବିଏସ୍ ୟେଦୁରପ୍ପା ସୂଚନା ଦେଇଛନ୍ତି କି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ସୋମବାର ରାତି ୧୨ ମଧ୍ୟରେ ଆସ୍ଥା ଭୋଟ ଜରିଆରେ ତାଙ୍କ ମେଣ୍ଟ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଏଥିପାଇଁ ବିଜେପି ରାତି ୧୨ଟା ପର୍ଯ୍ୟନ୍ତ ବିଧାନସଭାରେ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଗୋଟିଏ ପଟେ କୁମାରସ୍ୱାମୀ ସଂଖ୍ୟାଗରିଷ୍ଠତା ପ୍ରମାଣ ନ ଦେଇ ପାରି ଇସ୍ତଫଶ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ଅନ୍ୟପଟେ ବିଜେପିର ଏହି ଚାପ ପୁଣି କୁମାରସ୍ୱାମୀଙ୍କ ମୁଣ୍ଡକୁ ବିଗାଡି ଦେଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close