ଖେଳଦେଶ ବିଦେଶ

ବେଲଜିୟମ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷଣା

ଦୁଇ ଓଡ଼ିଆ ସାମିଲ

ନୂଆଦିଲ୍ଲୀ,୨୦/୯: ବେଲଜିୟମ ଗସ୍ତ ପାଇଁ ଶୁକ୍ରବାର ୨୦ଜଣିଆ ଭାରତୀୟ ହକି ଟିମ୍ ଘୋଷଣା କରାଯାଇଛି। ଏହି ଟିମରେ ଦୁଇ ଜଣ ଓଡ଼ିଆ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ଦୁଇଜଣ ହେଉଛନ୍ତି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ତେବେ ୨୬ ସେପ୍ଟେମ୍ବରରୁ ୩ ଅକ୍ଟୋବର ଯାଏଁ ହକି ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close