ଆଞ୍ଚଲିକ

ବ୍ଲୁ-ହ୍ୱିଲ ଡାକ୍ତରଖାନା ସିଲ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ବ୍ଲୁ-ହ୍ୱିଲ ଡାକ୍ତରଖାନାକୁ ବିଏମସି ସିଲ କରିଛି। କୋଭିଡ-୧୯ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଏହି ହସ୍ପିଟାଲକୁ ଭୁବନେଶ୍ୱର ମହାନଗର ନିଗମ ସିଲ କରିଛି। ଏଥିସହିତ ଉକ୍ତ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ବିଏମସି ମାଗିଛି। ଏହି ଡାକ୍ତରଖାନାରୁ ୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ- ୧୯ ଗାଇଡ୍ଲାଇନ୍ ପାଳନ କରୁନଥିବା ଅଭିଯୋଗ ଆଧାରରେ ବୁଧବାର ଡାକ୍ତରଖାନାରେ ତାଲା ପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close