ଆଞ୍ଚଲିକ

୫-ଟିରେ ସାମିଲ ହେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୧୨/୧୨: ଏଥର ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହୋଇଛି ଉଚ୍ଚଶିକ୍ଷା ବିଭାଗ। ଏଥିରେ ଅଧ୍ୟାପକଙ୍କ ଉପସ୍ଥାନ ୭ ଘଣ୍ଟା ରହିବ ବୋଲି କୁହାଯାଇଛି। ଏଥିସହ ଛାତ୍ରାଛାତ୍ରୀ ବୃତ୍ତି ଲାଗି ସ୍କଲାରସିପ୍ ପରିଷଦ ଗଠନ କରାଯିବ। ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛାଯାଇ ଲାପଟପ୍ ପ୍ରଦାନ କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close