ଅପରାଧଦେଶ ବିଦେଶ

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା: ଅପରାଧୀଙ୍କ ମୃତଦେହ ନେବେନି ପରିବାର

ନୂଆଦିଲ୍ଲୀ,୬/୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଛି। ତେବେ ଶୁକ୍ରବାର ସକାଳେ ଏନଏଚ୍-୪୪ଠାରେ ପୋଲିସର ଏହି ଏନକାଉଣ୍ଟରରେ ସମସ୍ତ ଦୁଷ୍କର୍ମକାରୀଙ୍କର ମୃତ୍ୟୁ ହୋଇଛି। ଏଥିସହ ଏନକାଉଣ୍ଟର ସ୍ଥାନରୁ ଅପରାଧୀଙ୍କ ଶବକୁ ହଟାଯାଉଛି। ଅନ୍ୟପଟେ ଅପରାଧୀଙ୍କ ମୃତଦେହକୁ ନେବା ପାଇଁ ପରିବାର ଲୋକେ ସିଧାସଳଖ ମନା କରିଛନ୍ତି। ଏବେ ଅପରାଧୀଙ୍କ ଅନ୍ତିମ ସଂସ୍କାର ତେଲେଙ୍ଗାନା ପୋଲିସ କରିପାରେ। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ହାଇଦ୍ରାବାଦର ମହିଳା ଡାକ୍ତର ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close