ଆଞ୍ଚଲିକ

ଖୋର୍ଦ୍ଧାରେ ବନ୍ୟା

ଖୋର୍ଦ୍ଧା,୧୧/୯: ଖୋର୍ଦ୍ଧାରେ ବନ୍ୟା। ଗାଁ ଦାଣ୍ଡରେ ଚାଲୁଚି ଡଙ୍ଗା। ଦୟାନଦୀର ଶାଖା ନଦୀ ରାଜୁଆରେ ବନ୍ୟା ହେବାରୁ ଖୋର୍ଦ୍ଧା ବ୍ଲକ ଓରବରସିଂହ ଓ ନରଣଗଡ଼ ପଞ୍ଚାୟତରେ ପାଣି ପଶିଛି। ଏଥିସହ ହିଡ଼ିମୂଳ, ଡହଖଳା, ରାଇମୁଳୁ ସମେତ ୮ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଜଳବନ୍ଦୀ ଅବସ୍ଥାରେ ରହିଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଥିବା ଜଣାପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close