ମନୋରଞ୍ଜନ

ରିଲିଜ୍‍ ହେଲା ‘ତାନାଜୀ’ର ପ୍ରଥମ ଗୀତ

ମୁମ୍ବାଇ: ରିଲିଜ୍‍ ହୋଇଛି ‘ତାନାଜୀ’ର ପ୍ରଥମ ଗୀତ। ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ର ପ୍ରଥମ ଗୀତ ମଙ୍ଗଳବାର ରିଲିଜ୍‍ ହୋଇଛି। ତେବେ ଗୀତର ନାଁ ରହିଛି ‘ଶଙ୍କରା’। ଏହି ଗୀତାରେ ଅଜୟ ଓ ସୈଫ୍‍ ନଜର ଆସିଛନ୍ତି। ଏଥିସହ ଏହି ଗୀତାରେ ଅଜୟ ନୃତ୍ୟ ମଧ୍ୟ କରିଛନ୍ତି। ଏହାକୁ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫ୍‍ କରିଛନ୍ତି। ଏଥିସହ ମେହୁଲ ବ୍ୟାସ ଏଥିରେ କଣ୍ଠଦାନ କରିଛନ୍ତି। ଏହା ଆସନ୍ତା ୧୦ ଜାନୁଆରୀରେ ମୁକ୍ତିଲାଭ କରିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close