ଆଞ୍ଚଲିକ

କଟକ ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ

ସହରରେ ବିଏସଏନଏଲ ସେବା ସମ୍ପୂର୍ଣ ଠପ

କଟକ,୨୦/୯: କଟକ ବଜ୍ରକବାଟୀ ସ୍ଥିତ ବିଏସଏନଏଲ ଅଫିସର ଚତୁର୍ଥ ମହଲାରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲିଭାଇବାରେ କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି। ଏହି ଅଗ୍ନିକାଣ୍ଡ ପରେ କଟକ ସହରରେ ବିଏସଏନଏଲ ମୋବାଇଲ ସେବା ସମ୍ପୂର୍ଣ ଠପ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଥିସହ ଭିତରେ ଥିବା ସମସ୍ତ କର୍ମଚାରୀ ବାହାରକୁ ପଳାଇ ଆସିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close