ଆଞ୍ଚଲିକ

ନାସା ନାଁରେ ଆସିଥିଲା ନକଲି ଇ-ମେଲ

ଭୁବନେଶ୍ୱର,୨/୧୨: ଅନୁଗୁଳ ଜିଲ୍ଲାର ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ନାସା ନାଁରେ ଗୋଟିଏ ଇ-ମେଲ ଆସିଥିଲା। ଯେଉଁ ଇ-ମେଲକୁ ନେଇ ସନ୍ଦେହ ଉପୁଜିଥିଲା। ତେବେ ଏନେଇ ତଦନ୍ତ ମଧ୍ୟ ହୋଇଥିଲା। ତଦନ୍ତ ପରେ ଅନୁଗୁଳ ସାଇବର ସେଲ ସୂଚନା ଦେଇଛି ଯେ ଏହା ନାସା ପକ୍ଷରୁ ଆସିନଥିଲା। ଏହା ଏକ ନକଲି ଇ-ମେଲ ଆସିଥିଲା ବୋଲି ପୋଲିସ କହିଛି। ତେବେ ଏହି ଘଟଣାରେ ଜଣେ ନାବାଳକ ସମ୍ପୃକ୍ତ ଥିବା ସାଇବର ସେଲ କହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close