ଖେଳଦେଶ ବିଦେଶ

ଆଜି ବିଶ୍ୱକପ ଫାଇନାଲ: ମୁହାଁମୁହିଁ ହେବେ ଇଂଲଣ୍ତ-ନ୍ୟୁଜିଲାଣ୍ଡ

ଲର୍ଡ଼ସ,୧୪/୭: ବିଶ୍ୱକପ କ୍ରିକେଟର ଆଜି ହେଉଛି ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଉଭୟ ଦଳ ସେମିଫାଇନାଲ ମ୍ୟାଚରୁ ଜିତି ଫାଇନାଲରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ଖେଳି ଜିତିଥିଲା। ଏଥିସହ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ଜିତିଥିଲା। ତେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଫାଇନାଲରେ ଆଜି ମୁହାଁମୁହିଁ ହେବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close