ଆଞ୍ଚଲିକ

ପୁରୀ-ହାଓ୍ଵଡା ଧଉଳି ଏକ୍ସପ୍ରେସ୍‌ରେ ନିଆଁ

ଭୁବନେଶ୍ୱର,୧୧/୮: ଧଉଳି ଏକ୍ସପ୍ରେସ୍‌ରେ କୌଣସି କାରଣରୁ ଧୂଆଁ ବାହାରିବା ଦେଖିବାକୁ ମିଳିଥିଲା। ଏଥିସହ ଶହ ଶହ ଯାତ୍ରୀ ଭୟଭୀତ ହୋଇପଡିଛନ୍ତି। ସୂଚନା ଅନୁସାରେ, ରବିବାର ଅପରାହ୍ଣ ୪ଟାରେ ଅଚାନକ ପୁରୀ-ହାଓ୍ଵଡା ଧଉଳି ଏକ୍ସପ୍ରେସ୍‌ରୁ ଧୂଆ ନିର୍ଗତ ହେବା ପରେ ଟ୍ରେନ୍‌ଟି ବାଲେଶ୍ୱରର ସୋର୍‌ ଷ୍ଟେସନରେ ଅଟକି ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close