ଆଞ୍ଚଲିକ

୪ରେ ଆଉ ଏକ ଲଘୁଚାପ: ୫ରୁ ଛେଚିବ

ଭୁବନେଶ୍ୱର,୨୮/୭: ବଙ୍ଗୋପସାଗରରେ ଲଘୁଚାପ ଆସନ୍ତା ୪ରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧ରୁ ବର୍ଷାର ପରିମାଣ ବଢିପାରେ। ଏଥିସହ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅଗଷ୍ଟ ୫ରୁ ୮ ଯାଏଁ ପ୍ରବଳ ବର୍ଷା ହେବ। ତେବେ ଆସନ୍ତା ୨ ଦିନ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ବାରଣ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close