ଦେଶ ବିଦେଶମନୋରଞ୍ଜନ

ବିଗ-ବି’ଙ୍କୁ ‘ଦାଦା ସାହେବ ଫାଲକେ’ ସମ୍ମାନ

ନୂଆଦିଲ୍ଲୀ,୩୦/୧୨: ବି’ ଟାଉନର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ରବିବାର ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡ. ରାମନାଥ କୋବିନ୍ଦ ବିଗ-ବି’ଙ୍କୁ ୫୦ତମ ଦାଦା ସାହେବ ଫାଲ୍‍କେ ପୁରସ୍କାର ପ୍ରଦାନ କରିଛନ୍ତି।

Dada sahib falke award to big b
Dada sahib falke award to big b
ଭାରତୀୟ ସିନେମାକୁ  ଜୀବନବ୍ୟାପୀ  ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ତାଙ୍କୁ ଗୋଲ୍ଡେନ୍ ଲୋଟସ୍ ଏବଂ ୧୦ଲକ୍ଷ ଟଙ୍କାର  ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ପୁରସ୍କାର ଗ୍ରହଣ  ଉତ୍ସବରେ  ଅମିତାଭଙ୍କ  ସହ ତାଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ। ତେବେ ଅମିତାଭ ୧୯୬୯ରେ ‘ସାଥ ହିନ୍ଦୁସ୍ତାନୀ’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close