ଆଞ୍ଚଲିକ

ଦୁର୍ବଳ ହେଲା ବୁଲବୁଲ

ଭୁବନେଶ୍ୱର,୧୦/୧୧: ଭୟଙ୍କର ସାମୁଦ୍ରିକ ଝଡ ‘ବୁଲବୁଲ’ ରବିବାର ସକାଳୁ ଦୁର୍ବଳ ହେବାରେ ଲାଗିଛି। ଗଭୀର ସାମୁଦ୍ରିକ ଝଡରୁ ସକାଳ ୫ଟାରେ ଏହା ସାମୁଦ୍ରିକ ଝଡରେ ପରିଣତ ହୋଇଥିଲା। ତେବେ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଥିଲା। ପୁର୍ବ-ଉତ୍ତର ପୂର୍ବ ଦିଗ ମୁହାଁ ହୋଇ ବାଂଲାଦେଶ ଅତିକ୍ରମ କରିଛି ବାତ୍ୟା ବୁଲବୁଲ। ଏଥିସହ ଶନିବାର ବିଳମ୍ବିତ ରାତିରେ ସାଗରଦ୍ୱୀପ-ଖେପୁପରାରେ ଲ୍ୟାଣ୍ଡଫଲ୍ କରିଥିଲା ବୁଲବୁଲ। ମାତ୍ର ସେହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close