ଆଞ୍ଚଲିକ

ବୁଲବୁଲ ଏବେ ସୁନ୍ଦରବନ ମୁଁହା: ସନ୍ଧ୍ୟା ୫ଟାରୁ ରାତି ୧୦ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ

ଭୁବନେଶ୍ୱର: ବାତ୍ୟା ବୁଲବୁଲ୍‌କୁ ନେଇ ଏସଆରସି ସୂଚନା ଦେଇଛନ୍ତି। ବୁଲବୁଲ୍ ଏବେ ପାରାଦୀପ ଠାରୁ କିଛି କିଲୋମିଟର ଦୂରରେ ରହିଥିବା ଯାହା ସୂଚନା ମିଳିଛି। ତେବେ ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି।  ତେବେ ଏହା ସନ୍ଧ୍ୟାରୁ  ରାତି ୧0ଟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେହିପରି ବୁଲବୁଲ ଏବେ ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ  ହେଲାଣି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close