ଆଞ୍ଚଲିକ

ସ୍ଥଳଭାଗ ଛୁଇଁଲା ‘ବୁଲବୁଲ’

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ବୁଲବୁଲର ସ୍ଥଳଭାଗ ଛୁଇଁବା ଆରମ୍ଭ ହୋଇଯାଇଛି। ଏହା ପଶ୍ଚିମବଙ୍ଗର ସାଗରଦ୍ୱୀପ ନିକଟରେ ଲ୍ୟାଣ୍ଡଫଲ ଆରମ୍ଭ କରିଛି। ତେବେ ଏହା ସ୍ଥଳଭାଗ ଅତିକ୍ରମ କରିବାକୁ ଆଉ କିଛି ସମୟ ଲାଗିପାରେ  ପାଣିପାଗ ସଂସ୍ଥା ଆକଳନ କହିଛି। ଏଥିସହ ବାତ୍ୟାର ଲ୍ୟାଣ୍ଡଫଲ ଆରମ୍ଭରୁ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରେ ପହଞ୍ଚିଛି। ସେହିପରି ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close