ବାଣିଜ୍ୟ

ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ,୧୯/୩: ସୁନା ଓ ରୁପା ଦରରେ ପୁଣି ହ୍ରାସ ଘଟିଛି। ସୁନାର ଦାମ ୧୦ ଗ୍ରାମ ପିଛା ୨୮୦ ଟଙ୍କା କମିଥିବାବେଳେ ରୁପାର ଦାମ କିଲୋଗ୍ରାମ ପିଛା ୩୪୫ଟଙ୍କା କମିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାର ଦର ହ୍ରାସ ପାଇଥିବାରୁ ଏହାର ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି। ଫଳରେ ସୁନା ଦ୍ୱାରା ୧୦ ଗ୍ରାମ ପିଛା ୨୮୦ ଟଙ୍କା କମି ୩୨, ୮୩୦ ଟଙ୍କା ଏବଂ ରୁପାର ଦାମ କିଲୋଗ୍ରାମ ପିଛା ୩୪୫ଟଙ୍କା କମି ୩୮,୭୨୫ ଟଙ୍କା ହୋଇଛି। ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close