ଆଞ୍ଚଲିକ

ଫାଇନ୍ ଦିଅ, ହେଲମେଟ୍ ନିଅ

ଭୁବନେଶ୍ୱର,୧୦/୯: ଫାଇନ୍ ଦିଅ, ହେଲମେଟ୍ ନିଅ। କମିଶନରେଟ ପୋଲିସର ସଚେତନତା ପାଇଁ ନୂଆ ଫର୍ମୁଲା। ଭୁବନେଶ୍ୱରରେ ହେଲମେଟ୍ ପିନ୍ଧି ନଥିବା ଗାଡି ଚାଳକଙ୍କ ଠାରୁ ୫ଶହ ଟଙ୍କାର ଫାଇନ ରଖିବା ସହ ତା ବଦଳରେ ତାଙ୍କ ହାତରେ ଗୋଟିଏ ହେଲମେଟ୍ ଧରେଇ ଦେଉଥିଲେ। ସେହିପରି ଯେଉଁମାନେ କାର୍ ସିଟ୍ ବେଲ୍ଟ ଏବଂ ହେଲମେଟ୍ ପିନ୍ଧିଥିଲେ ସେମାନଙ୍କୁ ଚକୋଲେଟ ସହ ଥ୍ୟାଙ୍କ ୟୁ କାର୍ଡ ଦେଉଛନ୍ତି। ତେବେ କମିଶନରେଟ ପୋଲିସ ଏଭଳି କାର୍ଯ୍ୟକ୍ରମକୁ ସାଧାରଣଲୋକେ ସ୍ୱାଗତ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close