ଆଞ୍ଚଲିକ

ଗାଡି ଚାଳକଙ୍କୁ ବଡ ଅଶ୍ଵସ୍ତି: ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯/୯:କିଛି ଦିନ ହେଲା ନୂଆ ସଂଶେଧିତ ମୋଟର ଭେଇକିଲ ଆଇନ ଲାଗୁ ହୋଇଥିଲା। ଏହି ଆଇନ ଅନୁସାରେ ଉଲଙ୍ଘନକାରୀମାନେ ୧୦ଗୁଣା ଜୋରିମାନା ଦେଉଥିଲେ। ନୂଆ ମୋଟର ଯାନ ନିୟମକୁ ନେଇ ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା। ଏନେଇ ସମସ୍ତ ଗାଡ଼ି ଚାଳକଙ୍କୁ ୩ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି। ସେହିପରି ଜୋରିମାନା କୋହଳ କରି ସଚେତନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହ କାଗଜପତ୍ର ପାଇଁ ଅଧିକ ସୁବିଧା ସୃଷ୍ଟି କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close