ଆଞ୍ଚଲିକ
ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨/୧୦: ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସେ ଶୁଭାରମ୍ଭ କରିଛନ୍ତି। ଏଥିସହ ମେଡ଼ିକାଲକୁ ଆସୁଥିବା ପ୍ରତି ରୋଗୀଙ୍କ ନମ୍ବର ପଞ୍ଜୀକରଣ କରାଯିବ। ସେହିପରି ଟୋଲ ଫ୍ରି ନମ୍ବର ୧୪୫୪୫କୁ କଲ କରି ମଧ୍ୟ ପଞ୍ଜୀକରଣ କରାଯିବ। ତେବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ୯ ଜଣଙ୍କ ସହ କଥା ହୋଇଛି। ସମସ୍ତଙ୍କ ଉତ୍ତର ଅତି ସନ୍ତୋଷ ଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।