ରାଜନିତୀ

ବିଜେଡି ନିର୍ବାଚନରେ ଅଗଣତାନ୍ତ୍ରିକ ପନ୍ଥା ଆପଣାଇଛି: ବିଜେପି

ଭୁବନେଶ୍ୱର,୨୧/୭: ପାଟକୁରା ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ବିଜେପି ଅଭିଯୋଗ କରିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ପାଟକୁରା ନିର୍ବାଚନରେ ବିଜେଡି ଅନିୟମିତତା କରିଛି। ପାଟକୁରାର ୨୨୦ ଓ ୨୯୪ ବୁଥରେ ଅନିୟମିତତା ହୋଇଛି ଏବଂ ବିଜେଡି ନିର୍ବାଚନରେ ଅଗଣତାନ୍ତ୍ରିକ ପନ୍ଥା ଆପଣାଇଛି ବୋଲି ସେ କହିଛନ୍ତି। ତେବେ ପ୍ରିଜାଇଡିଂ ଅଫିସରମାନେ ହାତରେ କାହିଁକି ଏକାଧିକ ଇଭିଏମ୍ ମେସିନ୍ ଥିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିବା ସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close