ରାଜନିତୀ

ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ

ବରଗଡ଼,୨୧/୯: ବରଗଡ଼ର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବାଜିଛି ବିଗୁଲ। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ନାମାଙ୍କାନ ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଥିବା ବେଳେ ନାମାଙ୍କନ ଯାଞ୍ଚ ୧ ଅକ୍ଟୋବରରେ କରାଯିବ। ଏଥିସହ ଅକ୍ଟୋବର ୨୪ରେ ଭୋଟ ଗଣତି ହେବ। ତେବେ ଓଡ଼ିଶା ସମେତ ୧୮ ରାଜ୍ୟର ୬୪ ବିଧାନସଭା ପାଇଁ ଉପନିର୍ବାଚନ ହେବ। ଏକକାଳୀନ ଅକ୍ଟୋବର ୨୧ରେ ଗୋଟ ଗ୍ରହଣ ସାଙ୍ଗକୁ ୨୪ରେ ଭୋଟ ଗଣତି କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close